Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତାଗଲି ଜୀବୋତ୍ତମ ମଠର ପରମପୂଜ୍ୟ ଶ୍ରୀମଦ ବିଦ୍ୟାଧିରାଜ ତୀର୍ଥ ଶ୍ରୀପଦ ଭାଦେର ସ୍ୱାମୀଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତାଗଲି ଜୀବୋତ୍ତମ ମଠର ପରମପୂଜ୍ୟ ଶ୍ରୀମଦ ବିଦ୍ୟାଧିରାଜ ତୀର୍ଥ ଶ୍ରୀପଦ ଭାଦେର ସ୍ୱାମୀଜୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି, “ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତାଗଲି ଜୀବୋତ୍ତମ ମଠର ପରମପୂଜ୍ୟ ଶ୍ରୀମଦ ବିଦ୍ୟାଧିରାଜ ତୀର୍ଥ ଶ୍ରୀପଦ ଭାଦେର ସ୍ୱାମୀଜୀଙ୍କ ବିୟୋଗରେ ଦୁଃଖିତ । ସମାଜ ପ୍ରତି ସମର୍ପିତ ସେବା ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ । ତାଙ୍କର ଅଗଣିତ ଅନୁଗାମୀଙ୍କୁ ସମବେଦନା ଜଣାଉଛି ।    

SR