ଶ୍ରୀ ରାମ ଲଲାଙ୍କ ସ୍ୱାଗତ ପାଇଁ ସ୍ୱାତୀ ମିଶ୍ର କଣ୍ଠଦାନ କରିଥିବା ଭକ୍ତି ଭଜନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି । ଏହି ଭଜନ ବେଶ୍ ମନ୍ତ୍ରମୁଗ୍ଧକର ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଶ୍ରୀ ରାମ ଲଲାଙ୍କ ସ୍ୱାଗତରେ ସ୍ୱାତୀ ମିଶ୍ରଙ୍କ ଭକ୍ତିପୂତ ଏହି ଭଜନ ମନ୍ତ୍ରମୁଗ୍ଧ କରିବ.. ।’
श्री राम लला के स्वागत में स्वाति मिश्रा जी का भक्ति से भरा यह भजन मंत्रमुग्ध करने वाला है…#ShriRamBhajanhttps://t.co/g2u1RhPpqO
— Narendra Modi (@narendramodi) January 3, 2024
SR
श्री राम लला के स्वागत में स्वाति मिश्रा जी का भक्ति से भरा यह भजन मंत्रमुग्ध करने वाला है…#ShriRamBhajanhttps://t.co/g2u1RhPpqO
— Narendra Modi (@narendramodi) January 3, 2024