ଚଳଚ୍ଚିତ୍ର ନିର୍ମାତା, ଚିନ୍ତକ ତଥା କବି ଶ୍ରୀ ବୁଦ୍ଧଦେବ ଦାସଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଶ୍ରୀ ବୁଦ୍ଧଦେବ ଦାସଗୁପ୍ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କର ବିବିଧ କାର୍ଯ୍ୟଗୁଡ଼ିକ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଆକର୍ଷିତ କରୁଥିଲା । ସେ ଜଣେ ପ୍ରତିଷ୍ଠିତ ଚିନ୍ତକ ଏବଂ କବି ମଧ୍ୟ ଥିଲେ । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ଅନେକ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ଜଣାଉଛି । ଓମ୍ ଶାନ୍ତି” ।
Anguished by the demise of Shri Buddhadeb Dasgupta. His diverse works struck a chord with all sections of society. He was also an eminent thinker and poet. My thoughts are with his family and several admirers in this time of grief. Om Shanti.
— Narendra Modi (@narendramodi) June 10, 2021
**********
TRP/