ଶ୍ରୀ ଗୁରୁ ରାମଦାସ ଜୀଙ୍କ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ଶ୍ରୀ ଗୁରୁ ରାମଦାସ ଜୀ ଅନ୍ୟମାନଙ୍କର ସେବା, ସମସ୍ତ ପ୍ରକାରର ଅସମାନତା ଓ ଭେଦଭାବକୁ ସମାପ୍ତ କରିବା ଉପରେ ଅଧିକ ଜୋର ଦେଉଥିଲେ । ସହନଶୀଳତା ଏବଂ ସଦଭାବନାପୂର୍ଣ୍ଣ ସମାଜ ପ୍ରତିଷ୍ଠା ଲାଗି ତାଙ୍କର ପ୍ରୟାସ ଆମମାନଙ୍କୁ ଅନୁପ୍ରାଣିତ କରୁଛି । ଶ୍ରୀ ଗୁରୁ ରାମଦାସ ଜୀଙ୍କୁ ପ୍ରକାଶ ପର୍ବର ଶୁଭକାମନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Sri Guru Ramdas Ji placed great emphasis on serving others, ending all forms of inequality and discrimination. His quest for a kind and harmonious society inspires us all. Greetings on the Parkash Purab of Sri Guru Ramdas Ji.
— Narendra Modi (@narendramodi) November 2, 2020