ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପରବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପରବର ସ୍ୱତନ୍ତ୍ର ଅବସରରେ ତାଙ୍କ ଆଧ୍ୟାତ୍ମିକ ବିଚାରଧାରା ଓ ମହାନ ଆଦର୍ଶକୁ ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପରବର ସ୍ୱତନ୍ତ୍ର ଅବସରରେ ତାଙ୍କ ଆଧ୍ୟାତ୍ମିକ ବିଚାରଧାରା ଓ ମହାନ ଆଦର୍ଶକୁ ସ୍ମରଣ କରୁଛି । ଏକ ନ୍ୟାର୍ଯ୍ୟ, ସହାନୁଭୂତିଶୀଳ ଓ ସମାବେଶୀ ସମାଜ ପାଇଁ ତାଙ୍କ କଳ୍ପନା ଆମକୁ ପ୍ରେରିତ କରିଛି । ଅନ୍ୟର ସେବା କରିବାକୁ ଶ୍ରୀ ଗୁରୁ ନାନକ ଦେବ ଜୀ ଦେଇଥିବା ଗୁରୁତ୍ୱ ଖୁବ ପ୍ରେରଣାଦାୟୀ ।”
SR
On the special occasion of the Parkash Purab of Sri Guru Nanak Dev Ji, I recall his pious thoughts and noble ideals. His vision of a just, compassionate and inclusive society inspires us. Sri Guru Nanak Dev Ji’s emphasis on serving others is also very motivating.
— Narendra Modi (@narendramodi) November 19, 2021