ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ନାନକ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଥିଲେ ଯେ ଶ୍ରୀ ଗୁରୁ ନାନକ ଦେବଙ୍କ ଶିକ୍ଷା ଆମକୁ ଦୟା, କରୁଣା ଏବଂ ବିନମ୍ରତାର ଭାବନାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇଥାଏ ।
ଏକ୍ସରର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଶ୍ରୀ ଗୁରୁ ନାନକ ଜୟନ୍ତୀର ଏହି ପବିତ୍ର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା । ଶ୍ରୀ ଗୁରୁ ନାନକ ଦେବଙ୍କର ଶିକ୍ଷା ଆମକୁ ଦୟା, କରୁଣା ଏବଂ ବିନମ୍ରତାର ଭାବନା ସହ ଆଗକୁ ବଢ଼ିବାକୁ ପ୍ରେରିତ କରୁ । ଏହା ଆମକୁ ସମାଜର ସେବା କରିବା ସହ ଆମ ମାତୃଭୂମିକୁ ଅଧିକ ଉନ୍ନତ କରିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇବ ।”
SR
Greetings on the auspicious occasion of Sri Guru Nanak Jayanti. May the teachings of Sri Guru Nanak Dev Ji inspire us to further the spirit of compassion, kindness and humility. May it also motivate us to serve society and make our planet better. pic.twitter.com/gHlfrGBF9a
— Narendra Modi (@narendramodi) November 15, 2024
ਸ੍ਰੀ ਗੁਰੂ ਨਾਨਕ ਦੇਵ ਜੀ ਦੇ ਪ੍ਰਕਾਸ਼ ਪੁਰਬ ਦੀਆਂ ਲੱਖ-ਲੱਖ ਵਧਾਈਆਂ। ਸ੍ਰੀ ਗੁਰੂ ਨਾਨਕ ਦੇਵ ਜੀ ਦੀਆਂ ਸਿੱਖਿਆਵਾਂ ਸਾਨੂੰ ਦਇਆ, ਦਿਆਲਤਾ ਅਤੇ ਨਿਮਰਤਾ ਦੀ ਭਾਵਨਾ ਨੂੰ ਅੱਗੇ ਵਧਾਉਣ ਲਈ ਪ੍ਰੇਰਿਤ ਕਰਨ। ਇਹ ਸਾਨੂੰ ਸਮਾਜ ਦੀ ਸੇਵਾ ਕਰਨ ਅਤੇ ਸਾਡੀ ਧਰਤੀ ਨੂੰ ਬਿਹਤਰ ਬਣਾਉਣ ਲਈ ਵੀ ਪ੍ਰੇਰਿਤ ਕਰਨ। pic.twitter.com/QnFeDXOIPu
— Narendra Modi (@narendramodi) November 15, 2024