ଶ୍ରୀ ଗୁରୁ ତେଗ୍ ବାହାଦୂରଙ୍କୁ ତାଙ୍କ ସହୀଦ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସ୍ୱାଧୀନତା ଏବଂ ମାନବିକ ମର୍ଯ୍ୟାଦା ପାଇଁ ଶ୍ରୀ ତେଗ୍ ବାହାଦୂରଙ୍କ ଅତୁଳନୀୟ ବଳିଦାନ ସମୟ ସହ ପ୍ରତିଫଳିତ, ଯାହା କି ମାନବିକତାକୁ ଅଖଣ୍ଡତା ଏବଂ କରୁଣାର ସହ ବଞ୍ଚିବାକୁ ପ୍ରେରଣା ଦିଏ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆଜି ଆମେ ସହୀଦ ଶ୍ରୀ ଗୁରୁ ତେଗ୍ ବାହାଦୂରଙ୍କ ସାହସ ଓ ଶକ୍ତିକୁ ସ୍ମରଣ କରୁଛୁ । ସ୍ୱାଧୀନତା ଏବଂ ମାନବିକ ମର୍ଯ୍ୟାଦା ପାଇଁ ତାଙ୍କ ବଳିଦାନ ସମୟ ସହ ପ୍ରତିଫଳିତ, ଯାହାକି ମାନବିକ ଅକ୍ଷୁଣ୍ଣତା ଏବଂ କରୁଣାରେ ବଞ୍ଚିବାକୁ ପ୍ରେରଣା ଦିଏ । ତାଙ୍କର ଶିକ୍ଷା, ଏକତା ଏବଂ ଧାର୍ମିକତାକୁ ଗୁରୁତ୍ୱ ଦେଇ ଭାଇଚାରା ଏବଂ ଶାନ୍ତିର ମାର୍ଗକୁ ଆଲୋକିତ କରେ ।’
SR
Today, we recall the martyrdom of Sri Guru Teg Bahadur Ji, a beacon of courage and strength. His unparalleled sacrifice for freedom and human dignity echoes through time, inspiring humanity to live with integrity and compassion. His teachings, emphasizing unity and righteousness,…
— Narendra Modi (@narendramodi) December 17, 2023
ਅੱਜ, ਅਸੀਂ ਸਾਹਸ ਅਤੇ ਸ਼ਕਤੀ ਦੇ ਪ੍ਰਤੀਕ ਸ੍ਰੀ ਗੁਰੂ ਤੇਗ਼ ਬਹਾਦਰ ਜੀ ਦੀ ਸ਼ਹਾਦਤ ਨੂੰ ਯਾਦ ਕਰ ਰਹੇ ਹਾਂ। ਸੁਤੰਤਰਤਾ ਅਤੇ ਮਾਨਵੀ ਮਾਣ- ਸਨਮਾਨ ਲਈ ਉਨ੍ਹਾਂ ਦੀ ਬੇਮਿਸਾਲ ਕੁਰਬਾਨੀ ਸਦਾ ਗੂੰਜਦੀ ਰਹਿੰਦੀ ਹੈ, ਜੋ ਮਾਨਵਤਾ ਨੂੰ ਇਮਾਨਦਾਰੀ ਅਤੇ ਦਇਆ ਨਾਲ ਰਹਿਣ ਲਈ ਪ੍ਰੇਰਿਤ ਕਰਦੀ ਹੈ। ਏਕਤਾ ਅਤੇ ਸਚਾਈ 'ਤੇ ਜ਼ੋਰ ਦੇਣ ਵਾਲੀਆਂ ਉਨ੍ਹਾਂ ਦੀਆਂ…
— Narendra Modi (@narendramodi) December 17, 2023