ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶିଷ୍ଟ ବୁଦ୍ଧିଜୀବୀ ଶ୍ରୀ ଇନ୍ଦିବୋର ଦେଉରିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ହୋଇଥିବା ଏକ ଟ୍ୱିଟରେ କୁହାଯାଇଛି;
“ଶ୍ରୀ ଇନ୍ଦିବୋର ଦେଉରି ଜୀଙ୍କ ବିୟୋଗରେ ଦୁଃଖିତ । ସାହିତ୍ୟ, ସଂସ୍କୃତି ଓ ଶିକ୍ଷା ଜଗତ ପ୍ରତି ତାଙ୍କର ସମୃଦ୍ଧ ଅବଦାନ ଥିଲା । ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କୁ ସମବେଦନା । ଓମ ଶାନ୍ତି: ପ୍ରଧାନମନ୍ତ୍ରୀ@narendramodi”
Pained by the passing away of Shri Indibor Deuri Ji. He made a rich contribution to the world of literature, culture and education. Condolences to his family and admirers. Om Shanti: PM @narendramodi
— PMO India (@PMOIndia) March 8, 2023
SR