Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ଆୟା ବୈକୁନ୍ଦ ସ୍ବାମୀକାଳଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ. କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଆୟା ବୈକୁଣ୍ଡ ସ୍ୱାମୀକାଳଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;

ତାଙ୍କ ଜୟନ୍ତୀ ଅବସରରେ ମୁଁ ଶ୍ରୀ ଆୟା ବୈକୁନ୍ଦ ସ୍ବାମୀକାଳଙ୍କୁ ପ୍ରଣାମ କରୁଛି। ଏକ ଦୟାଳୁ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନ ପାଇଁ ତାଙ୍କର ଅଗଣିତ ପ୍ରୟାସ ପାଇଁ ଆମେ ସମସ୍ତେ ଗର୍ବିତ ଯେଉଁଠାରେ ଗରିବରୁ ଗରିବ ଲୋକମାନେ ସଶକ୍ତ ହୋଇପାରିବେ । ମାନବିକତା ପାଇଁ ତାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ।

 

BS