Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ଅୟା ବୈକୁଣ୍ଡ ସ୍ୱାମୀକଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଅୟା ବୈକୁଣ୍ଡ ସ୍ୱାମୀକଲଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଜନ୍ମ ଜୟନ୍ତୀ ଅବସରରେ ଶ୍ରୀ ଅୟା ବୈକୁଣ୍ଡ ସ୍ୱାମୀକଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଅନ୍ୟର ସେବା ଓ ସମାବେଶୀ ଏବଂ ନ୍ୟାୟପୂର୍ଣ୍ଣ ସମାଜ ଗଢିବା ପାଇଁ ସେ ନିଜକୁ ସମର୍ପଣ କରିଥିଲେ । ଦଳିତ ସଶକ୍ତିକରଣ ପାଇଁ ମଧ୍ୟ ସେ ଅନେକ ଉଦ୍ୟମ କରିଥିଲେ । ତାଙ୍କ ଚିନ୍ତାଧାରା ଆଗାମୀ ପୀଢିକୁ ମଧ୍ୟ ପ୍ରେରିତ କରି ଚାଲିଥିବ ।

SR