Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀମତୀ ମୁକ୍ତା ତିଲକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେର ପୂର୍ବତନ ମେୟର ତଥା ମହାରାଷ୍ଟ୍ରର ବିଧାୟକ ଶ୍ରୀମତୀ ମୁକ୍ତା ତିଲକଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀମତୀ ମୁକ୍ତା ତିଲକ ପ୍ରତିବଦ୍ଧତାର ସହ ସମାଜସେବା କରୁଥିଲେ । ଲୋକଙ୍କ ସମସ୍ୟା ଉତଥାପନ କରି ସେ ନିଜ ପରିଚୟ ସୃଷ୍ଟି କରିଥିଲେ । ପୁନେ ମେୟର ଭାବେ ତାଙ୍କ କାର୍ଯ୍ୟକାଳ ଉଲ୍ଲେଖନୀୟ ଥିଲା । ବିଜେପି ପ୍ରତି ତାଙ୍କ ପ୍ରତିବଦ୍ଧତାକୁ କାର୍ଯ୍ୟକର୍ତ୍ତାମାନେ ସଦା ସ୍ମରଣ ରଖିବେ । ତାଙ୍କ ମୃତ୍ୟୁରେ ଦୁଃଖିତ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ସମବେଦନା । ଓମ ଶାନ୍ତି ।”

 

SR