Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶିଲଂ ଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଭାଗ ନେଲେ ପ୍ରଧାନମନ୍ତ୍ରୀ

ଶିଲଂ ଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଭାଗ ନେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କୋନରାଡ କେ. ସାଙ୍ଗମା ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କ ଶପଥ ଗ୍ରହଣ ସମାରୋହରେ ଭାଗ ନେଇଛନ୍ତି । ଆଜି ଶପଥ ନେଇଥିବା ସମସ୍ତ ନେତାଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଶ୍ରୀ @SangmaConrad ଜୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କ ଶପଥ ଗ୍ରହଣ ସମାରୋହରେ ଭାଗ ନେଲି । ଶପଥ ନେଇଥିବା ସମସ୍ତ ନେତାଙ୍କୁ ଅଭିନନ୍ଦନ । ମେଘାଳୟକୁ ପ୍ରଗତିର ନୂଆ ଉଚ୍ଚତାକୁ ନେବାକୁ ସେମାନଙ୍କ ଉଦ୍ୟମ ପାଇଁ ଶୁଭକାମନା ଜଣାଉଛି ।” 

SR