Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶିଖ୍ ନୂଆବର୍ଷ ଅବସରରେ ପ୍ରଧାନମନ୍ରୀଙ୍କ ଶୁଭେଚ୍ଛା


ଆଜି ଶିଖ୍ ନୂଆ ବର୍ଷ ଅବସରରେ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରାଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଶିଖ୍ ନୂଆବର୍ଷ ଆରମ୍ଭ ଅବସରରେ ଶୁଭେଚ୍ଛା । ଓ୍ବାହେଗୁରୁଙ୍କ ଅସୀମ ଅନୁଗ୍ରହ ସମସ୍ତଙ୍କୁ ସୁସ୍ଥ ରଖôବା ସହ ସୁଖ ସମୃଦ୍ଧି ଆଣିଦେଉ।  ଗୁରୁ ସାହେବଙ୍କ ବାଣୀ ଆମ ସମାଜକୁ ଆଲୋକିତ କରୁ।”

SR