ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଅଭିବୃଦ୍ଧି ପାଇଁ ଜ୍ଞାନକୌଶଳର ୯ ବର୍ଷ’ ଉପରେ ପ୍ରବନ୍ଧ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନା ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଶାସନରେ କ୍ରାନ୍ତି ଏବଂ ଉନ୍ନତ ସେବା ବିତରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଭାରତ ବୈଷୟିକ ଜ୍ଞାନକୌଶଳ ଗ୍ରହଣ କରିଛି । ଜ୍ଞାନକୌଶଳ ଲୋକଙ୍କ ଜୀବନରେ ଦକ୍ଷତା ଏବଂ ସୁବିଧା ଆଣିଛି । ଏହା ଏକ ଡିଜିଟାଲ୍ ସଶକ୍ତ ଭାରତ ଗଠନ ପାଇଁ ପ୍ରୟାସକୁ ମଧ୍ୟ ଆଗକୁ ନେଇଛି । । #9YearsOfTechForGrowth“
India embraced technology to revolutionise governance and uplift service delivery. Technology has brought efficiency and convenience to the lives of people. It also enhanced efforts to build a digitally empowered India. #9YearsOfTechForGrowth https://t.co/4tKtxKJ5dx
— Narendra Modi (@narendramodi) June 9, 2023
HS