ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକ ଉତ୍ସବରେ ଉଦ୍ବୋଧନ ଦେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ବିଶ୍ୱଭାରତୀର ଏକଶତ ବର୍ଷର ଯାତ୍ରା ଅତୀବ ସ୍ୱତନ୍ତ୍ର ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଏହି ବିଶ୍ୱବିଦ୍ୟାଳୟ ଗୁରୁଦେବଙ୍କ ବିଚାର, ଦୂରଦୃଷ୍ଟି ଏବଂ ମା’ ଭାରତୀଙ୍କ ପାଇଁ କଠିନ ପରିଶ୍ରମର ମୂର୍ତ୍ତିମନ୍ତ ପ୍ରତୀକ । ବିଶ୍ୱଭାରତୀ, ଶ୍ରୀନିକେତନ ଏବଂ ଶାନ୍ତିନିକେତନ ନିରବଚ୍ଛିନ୍ନଭାବେ ଗୁରୁଦେବଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଥିବା ଆନନ୍ଦର ବିଷୟ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱଭାରତୀରୁ ଆସୁଥିବା ବାର୍ତ୍ତାକୁ ଆମ ଦେଶ ସମଗ୍ର ବିଶ୍ୱରେ ସଂପ୍ରସାରିତ କରୁଛି । ଏବେ ଭାରତ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ଦେଉଛି । ଆନ୍ତର୍ଜାତିକ ସୌରମେଣ୍ଟ ଗଠନ ମାଧ୍ୟମରେ ପ୍ରଦୂଷଣକୁ ହ୍ରାସ କରି ପରିବେଶକୁ ସୁରକ୍ଷିତ କରିବାକୁ ଉଦ୍ୟମ କରାଯାଉଛି । ସେ କହିଛନ୍ତି ଯେ ଭାରତ ବିଶ୍ୱର ଏକମାତ୍ର ବଡ଼ ଦେଶ, ଯିଏ କି ପ୍ୟାରିସ ଚୁକ୍ତି ଅନୁସାରେ ପରିବେଶ ସୁରକ୍ଷାଜନିତ ଲକ୍ଷ୍ୟ ହାସଲ ପାଇଁ ଠିକ୍ ରାସ୍ତାରେ କାର୍ଯ୍ୟ କରୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପରିସ୍ଥିତିରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରାଯାଇଥିଲା ସେ ଭାବନାକୁ ସ୍ମରଣ କରିବାର ସମୟ ଆସିଛି । ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ସହିତ ଏହି ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଏକା ପ୍ରକାରର ଥିଲା । ଆହୁରି ମଧ୍ୟ ଏହା ସତ୍ୟ ଯେ ଏସବୁ ଆନ୍ଦୋଳନର ମୂଳଦୁଆ ଦେଶରେ ଯଥେଷ୍ଟ ଆଗରୁ ପଡିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିବା ବିଭିନ୍ନ ଆନ୍ଦୋନରୁ ଶକ୍ତି ପାଇଥିଲା । ଭକ୍ତି ଆନ୍ଦୋଳନ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଏକତାକୁ ସୁଦୃଢ କରିଥିଲା । ଭକ୍ତି ଆନ୍ଦୋଳନ ସମୟରେ ଭାରତର ବିଭିନ୍ନ ଅଞ୍ଚଳରେ ସାଧୁସନ୍ଥମାନେ ଦେଶର ଚେତନାକୁ ଜାଗ୍ରତ କରି ରଖିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏକ ସଂଘର୍ଷରତ ଭାରତକୁ ମିଳିତ ଚେତନା ଓ ଆତ୍ମବିଶ୍ୱାସ ଶତାବ୍ଦୀ ଶତାବ୍ଦୀ ଧରି ଯୋଗାଇ ଦେବା ପାଇଁ ଭକ୍ତି ଆନ୍ଦୋଳନ ଏକ ପ୍ରବେଶ ଦ୍ୱାର ଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀରାମକୃଷ୍ଣ ପରମହଂସଙ୍କ ପାଇଁ ଭାରତ ସ୍ୱାମୀ ବିବେକାନନ୍ଦଙ୍କୁ ପାଇଥିଲା । ସ୍ୱାମୀ ବିବେକାନନ୍ଦଙ୍କଠାରେ ଧ୍ୟାନ, ଜ୍ଞାନ ଓ କର୍ମ ଏ ତିନିଟିଯାକ ନିମଜ୍ଜିତ ହୋଇଯାଇଥିଲା । ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଦେବତ୍ୱ ଦେଖିବାକୁ ଆରମ୍ଭ କରିଥିଲେ । ସେ ଏଥିସହିତ ଭକ୍ତି ପରିସରକୁ ସଂପ୍ରସାରିତ କରି କର୍ମର ପରିପ୍ରକାଶ ଘଟାଇଥିଲେ ଏବଂ ବ୍ୟକ୍ତି ଓ ଅନୁଷ୍ଠାନ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ । ଦେଶର ବିଭିନ୍ନ ଭାଗର ଭକ୍ତି ଆନ୍ଦୋଳନର ମହାନ୍ ସନ୍ଥମାନେ ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭକ୍ତି ଆନ୍ଦୋଳନର ଶହ ଶହ ବର୍ଷ ପରେ ଭାରତରେ କର୍ମ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସେ ଛତ୍ରପତି ଶିବାଜୀ, ମହାରଣା ପ୍ରତାପ, ଝାନ୍ସୀ ରାଣୀ, ରାଣୀ ଚିନ୍ନେମ୍ମା, ଭଗବାନ ବୀର୍ସା ମୁଣ୍ଡା ଏବଂ ଆହୁରି ଅନେକ ଯୋଦ୍ଧା ଓ ବୀରଙ୍କର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଦୀର୍ଘକାଳ ଧରି ଭାରତର ଲୋକମାନେ ଦାସତ୍ୱ ଏବଂ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ କରିଥିଲେ । କଠୋର ପରିଶ୍ରମ, ଆତ୍ମୋତ୍ସର୍ଗ ଏବଂ ଅସୀମ ନିଷ୍ଠା ପ୍ରଦର୍ଶନ କରି ସାଧାରଣ ଭାରତୀୟ ନାଗରିକମାନେ ଏହି ଲଢେଇରେ ସାମିଲ ହୋଇ ଅନ୍ୟାୟ ଏବଂ ଶୋଷଣ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । ବିଦେଶୀ ଶାସନର ଅନ୍ୟାୟ ଓ ଶୋଷଣ ଯେତେବେଳେ ଚରମ ସୀମାରେ ପହଞ୍ଚିଲା ତାହା ଆମର ଭବିଷ୍ୟତର ମୁକ୍ତି ଆନ୍ଦୋଳନକୁ ବଡ଼ ପ୍ରେରଣା ଯୋଗାଇଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭକ୍ତି, କର୍ମ ଓ ଜ୍ଞାନ ଏହି ତିନି ତତ୍ତ୍ୱ ମୁକ୍ତି ଆନ୍ଦୋଳନର ଚେତନାକୁ ସମୃଦ୍ଧ କରିଥିଲା । ଏହି ସମୟରେ ଦେଶରେ ଏକ ଆଦର୍ଶଗତ ବିପ୍ଳବ ସୃଷ୍ଟିର ଆବଶ୍ୟକତା ରହିଥିଲା । ଜ୍ଞାନର ପ୍ରତିଷ୍ଠା ସହିତ ଭାରତ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିବା ନିମନ୍ତେ ନୂଆ ପିଢି ଗଠନର ଆବଶ୍ୟକତା ଥିଲା । ଜ୍ଞାନଶକ୍ତି ଦ୍ୱାରା ସମୃଦ୍ଧ ଏହି ପିଢିଦ୍ୱାରା ଭାରତ ଯଥାର୍ଥ ମୁକ୍ତି ଆନ୍ଦୋଳନରେ ବିଜୟୀ ହେବାକୁ ଚାହୁଁଥିଲା । ସେ କହିଛନ୍ତି ଯେ ଦେଶର ଅନେକ ମର୍ଯ୍ୟାଦାପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ସେତେବେଳେ ଏ କ୍ଷେତ୍ରରେ ବେଶ୍ ବଡ଼ ଭୂମିକା ନିର୍ବାହ କରିଥିଲେ । ଏହିସବୁ ଶିକ୍ଷାନୁଷ୍ଠାନ ନୂଆ ଶକ୍ତି, ନୂଆ ଦିଗ୍ଦର୍ଶନ ଏବଂ ନୂଆ ପରାକାଷ୍ଠା ଏହି ଆଦର୍ଶବାଦୀ ଆନ୍ଦୋଳନକୁ ଯୋଗାଇଥିଲେ । ଏହା ଭାରତର ସ୍ୱାଧୀନତା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ସାହାଯ୍ୟ କଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଭକ୍ତି ଆନ୍ଦୋଳନ ଦ୍ୱାରା ଏକୀକୃତ ହୋଇଛୁ । ଜ୍ଞାନ ଆନ୍ଦୋଳନ ଆମକୁ ବୌଦ୍ଧିକ ଶକ୍ତି ଦେଇଛି ଏବଂ କର୍ମ ଆନ୍ଦୋଳନ ଆମକୁ ଆମର ଅଧିକାର ପାଇଁ ଲଢିବାର ସାହସ ଯୋଗାଇଛି । ସେ କହିଛନ୍ତି ଯେ ମୁକ୍ତି ଆନ୍ଦୋଳନ ଯାହା ବାସ୍ତବରେ ଶହ ଶହ ବର୍ଷଧରି ଚାଲିଥିଲା ତାହା ତ୍ୟାଗ, ତପସ୍ୟା ଓ ଭକ୍ତିର ଏକ ଅନୁପମ ଉଦାହରଣ । ଏହିସବୁ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ ହୋଇ ହଜାର ହଜାର ଜନତା ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇ ଆତ୍ମୋତ୍ସର୍ଗ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ବେଦଠାରୁ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ଜାତୀୟ ଚେତନାର ଧାରା ଗୁରୁଦେବଙ୍କ ଚେତନା ଓ ଜାତୀୟତାବାଦରେ ପ୍ରାଧାନ୍ୟ ଲାଭ କରିଥିଲା । ଏହି ପ୍ରବାହ ଅନ୍ତର୍ମୁଖୀ କିମ୍ବା ସଂକୀର୍ଣ୍ଣ ନ ଥିଲା । ସେ ଭାରତକୁ ସମଗ୍ର ବିଶ୍ୱରୁ ଅଲଗା କରି ରଖିବାକୁ ଚାହୁଁ ନ ଥିଲେ । ଏହି ଲକ୍ଷ୍ୟର ଅର୍ଥ ହେଲା ଯେ ସମଗ୍ର ବିଶ୍ୱ ଭାରତର ଶ୍ରେଷ୍ଠ ବିଷୟଗୁଡିକ ଦ୍ୱାରା ଉପକୃତ ହେଉ ଏବଂ ଦୁନିଆର ଅନ୍ୟତ୍ର ଯାହା ସବୁ ଭଲ କଥା ଅଛି ଭାରତ ମଧ୍ୟ ତାହା ଶିକ୍ଷା କରୁ । ବିଶ୍ୱଭାରତୀ ନାମ ଏହି ବିଚାରକୁ ଚରିତାର୍ଥ କରୁଛି ଏବଂ ଏହା ଭାରତ ଓ ବିଶ୍ୱ ମଧ୍ୟରେ ସଂପର୍କ ସ୍ଥାପନ କଥା ଦର୍ଶାଉଛି । ବିଶ୍ୱଭାରତୀଙ୍କ ପାଇଁ ଗୁରୁଦେବଙ୍କ ଲକ୍ଷ୍ୟ; ଯାହା ତାହା ହିଁ ଆତ୍ମନିର୍ଭର ଭାରତର ସାରକଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନ ମଧ୍ୟ ଭାରତର କଲ୍ୟାଣ ମଧ୍ୟରେ ଜଗତକଲ୍ୟାଣର ମାର୍ଗ । ଏହି ଅଭିଯାନ ଭାରତକୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ଏକ ଅଭିଯାନ । ଦେଶକୁ ସମୃଦ୍ଧ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଭାରତ ସମୃଦ୍ଧ ହେଲେ ବିଶ୍ୱ ସମୃଦ୍ଧ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
**********
विश्वभारती की सौ वर्ष यात्रा बहुत विशेष है।
— PMO India (@PMOIndia) December 24, 2020
विश्वभारती, माँ भारती के लिए गुरुदेव के चिंतन, दर्शन और परिश्रम का एक साकार अवतार है।
भारत के लिए गुरुदेव ने जो स्वप्न देखा था, उस स्वप्न को मूर्त रूप देने के लिए देश को निरंतर ऊर्जा देने वाला ये एक तरह से आराध्य स्थल है: PM
हमारा देश, विश्व भारती से निकले संदेश को पूरे विश्व तक पहुंचा रहा है।
— PMO India (@PMOIndia) December 24, 2020
भारत आज international solar alliance के माध्यम से पर्यावरण संरक्षण में विश्व का नेतृत्व कर रहा है।
भारत आज इकलौता बड़ा देश है जो Paris Accord के पर्यावरण के लक्ष्यों को प्राप्त करने के सही मार्ग पर है: PM
जब हम स्वतंत्रता संग्राम की बात करते हैं तो हमारे मन में सीधे 19-20वीं सदी का विचार आता है।
— PMO India (@PMOIndia) December 24, 2020
लेकिन ये भी एक तथ्य है कि इन आंदोलनों की नींव बहुत पहले रखी गई थी।
भारत की आजादी के आंदोलन को सदियों पहले से चले आ रहे अनेक आंदोलनों से ऊर्जा मिली थी: PM
भारत की आध्यात्मिक और सांस्कृतिक एकता को भक्ति आंदोलन ने मजबूत करने का काम किया था।
— PMO India (@PMOIndia) December 24, 2020
भक्ति युग में,
हिंदुस्तान के हर क्षेत्र,
हर इलाके, पूर्व-पश्चिम-उत्तर-दक्षिण,
हर दिशा में हमारे संतों ने,
महंतों ने,
आचार्यों ने देश की चेतना को जागृत रखने का प्रयास किया: PM
भक्ति आंदोलन वो डोर थी जिसने सदियों से संघर्षरत भारत को सामूहिक चेतना और आत्मविश्वास से भर दिया: PM
— PMO India (@PMOIndia) December 24, 2020
भक्ति का ये विषय तब तक आगे नहीं बढ़ सकता जब तक महान काली भक्त श्रीरामकृष्ण परमहंस की चर्चा ना हो।
— PMO India (@PMOIndia) December 24, 2020
वो महान संत, जिनके कारण भारत को स्वामी विवेकानंद मिले।
स्वामी विवेकानंद भक्ति, ज्ञान और कर्म, तीनों को अपने में समाए हुए थे: PM
उन्होंने भक्ति का दायरा बढ़ाते हुए हर व्यक्ति में दिव्यता को देखना शुरु किया।
— PMO India (@PMOIndia) December 24, 2020
उन्होंने व्यक्ति और संस्थान के निर्माण पर बल देते हुए कर्म को भी अभिव्यक्ति दी, प्रेरणा दी: PM
भक्ति आंदोलन के सैकड़ों वर्षों के कालखंड के साथ-साथ देश में कर्म आंदोलन भी चला।
— PMO India (@PMOIndia) December 24, 2020
भारत के लोग गुलामी और साम्राज्यवाद से लड़ रहे थे।
चाहे वो छत्रपति शिवाजी हों, महाराणा प्रताप हों, रानी लक्ष्मीबाई हों, कित्तूर की रानी चेनम्मा हों, भगवान बिरसा मुंडा का सशस्त्र संग्राम हो: PM
अन्याय और शोषण के विरुद्ध सामान्य नागरिकों के तप-त्याग और तर्पण की कर्म-कठोर साधना अपने चरम पर थी।
— PMO India (@PMOIndia) December 24, 2020
ये भविष्य में हमारे स्वतंत्रता संग्राम की बहुत बड़ी प्रेरणा बनी: PM
जब भक्ति और कर्म की धाराएं पुरबहार थी तो उसके साथ-साथ ज्ञान की सरिता का ये नूतन त्रिवेणी संगम, आजादी के आंदोलन की चेतना बन गया था।
— PMO India (@PMOIndia) December 24, 2020
आजादी की ललक में भाव भक्ति की प्रेरणा भरपूर थी: PM
समय की मांग थी कि ज्ञान के अधिष्ठान पर आजादी की जंग जीतने के लिए वैचारिक आंदोलन भी खड़ा किया जाए और साथ ही उज्ज्वल भावी भारत के निर्माण के लिए नई पीढ़ी को तैयार भी किया जाए।
— PMO India (@PMOIndia) December 24, 2020
और इसमें बहुत बड़ी भूमिका निभाई, कई प्रतिष्ठित शिक्षण संस्थानों ने, विश्वविद्यालयों ने: PM
इन शिक्षण संस्थाओं ने भारत की आज़ादी के लिए चल रहे वैचारिक आंदोलन को नई ऊर्जा दी, नई दिशा दी, नई ऊंचाई दी।
— PMO India (@PMOIndia) December 24, 2020
भक्ति आंदोलन से हम एकजुट हुए,
ज्ञान आंदोलन ने बौद्धिक मज़बूती दी और
कर्म आंदोलन ने हमें अपने हक के लिए लड़ाई का हौसला और साहस दिया: PM
सैकड़ों वर्षों के कालखंड में चले ये आंदोलन त्याग, तपस्या और तर्पण की अनूठी मिसाल बन गए थे।
— PMO India (@PMOIndia) December 24, 2020
इन आंदोलनों से प्रभावित होकर हज़ारों लोग आजादी की लड़ाई में बलिदान देने के लिए आगे आए: PM
वेद से विवेकानंद तक भारत के चिंतन की धारा गुरुदेव के राष्ट्रवाद के चिंतन में भी मुखर थी।
— PMO India (@PMOIndia) December 24, 2020
और ये धारा अंतर्मुखी नहीं थी।
वो भारत को विश्व के अन्य देशों से अलग रखने वाली नहीं थी: PM
उनका विजन था कि जो भारत में सर्वश्रेष्ठ है, उससे विश्व को लाभ हो और जो दुनिया में अच्छा है, भारत उससे भी सीखे।
— PMO India (@PMOIndia) December 24, 2020
आपके विश्वविद्यालय का नाम ही देखिए: विश्व-भारती।
मां भारती और विश्व के साथ समन्वय: PM
विश्व भारती के लिए गुरुदेव का विजन आत्मनिर्भर भारत का भी सार है।
— PMO India (@PMOIndia) December 24, 2020
आत्मनिर्भर भारत अभियान भी विश्व कल्याण के लिए भारत के कल्याण का मार्ग है।
ये अभियान, भारत को सशक्त करने का अभियान है, भारत की समृद्धि से विश्व में समृद्धि लाने का अभियान है: PM
Speaking at #VisvaBharati University. Here is my speech. https://t.co/YH17s5BAll
— Narendra Modi (@narendramodi) December 24, 2020
विश्व भारती की सौ वर्ष की यात्रा बहुत विशेष है।
— Narendra Modi (@narendramodi) December 24, 2020
मुझे खुशी है कि विश्व भारती, श्रीनिकेतन और शांतिनिकेतन निरंतर उन लक्ष्यों की प्राप्ति का प्रयास कर रहे हैं, जो गुरुदेव ने तय किए थे।
हमारा देश विश्व भारती से निकले संदेश को पूरे विश्व तक पहुंचा रहा है। pic.twitter.com/j9nhrzv0WL
जब हम स्वतंत्रता संग्राम की बात करते हैं तो हमारे मन में सीधे 19वीं और 20वीं सदी का विचार आता है।
— Narendra Modi (@narendramodi) December 24, 2020
लेकिन इन आंदोलनों की नींव बहुत पहले रखी गई थी। भक्ति आंदोलन से हम एकजुट हुए, ज्ञान आंदोलन ने बौद्धिक मजबूती दी और कर्म आंदोलन ने लड़ने का हौसला दिया। pic.twitter.com/tjKTpaFKKF
गुरुदेव सर्वसमावेशी, सर्वस्पर्शी, सह-अस्तित्व और सहयोग के माध्यम से मानव कल्याण के बृहद लक्ष्य को लेकर चल रहे थे।
— Narendra Modi (@narendramodi) December 24, 2020
विश्व भारती के लिए गुरुदेव का यही विजन आत्मनिर्भर भारत का भी सार है। pic.twitter.com/zel7VOHWoC
विश्व भारती की स्थापना के 27 वर्ष बाद भारत आजाद हो गया था।
— Narendra Modi (@narendramodi) December 24, 2020
अब से 27 वर्ष बाद भारत अपनी आजादी के 100 वर्ष का पर्व मनाएगा।
हमें नए लक्ष्य गढ़ने होंगे, नई ऊर्जा जुटानी होगी, नए तरीके से अपनी यात्रा शुरू करनी होगी। इसमें हमारा मार्गदर्शन गुरुदेव के ही विचार करेंगे। pic.twitter.com/nTha5OJlwx
गुरुदेव ने विश्व भारती की स्थापना सिर्फ पढ़ाई के एक केंद्र के रूप में नहीं की थी। वे इसे ‘Seat of Learning’, सीखने के एक पवित्र स्थान के तौर पर देखते थे।
— Narendra Modi (@narendramodi) December 24, 2020
ऐसे में, नई राष्ट्रीय शिक्षा नीति को लागू करने में विश्व भारती की बड़ी भूमिका है। pic.twitter.com/dwMGTZfKxQ
गुरुदेव का जीवन हमें एक भारत-श्रेष्ठ भारत की भावना से भरता है।
— Narendra Modi (@narendramodi) December 24, 2020
यह दिखाता है कि कैसे विभिन्नताओं से भरा हमारा देश एक है, एक-दूसरे से कितना सीखता रहा है।
यही संस्कार गुरुदेव ने भी विश्वभारती को दिए हैं। इन्हीं संस्कारों को हमें मिलकर निरंतर मजबूत करना है। pic.twitter.com/MGZ8OLI56A