ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର କିବ୍ରେ ଥିବା ଜାତୀୟ ଇତିହାସ ସଂଗ୍ରହାଳୟରେ ଶହୀଦ ପିଲାମାନଙ୍କ ସ୍ମୃତିରେ ଆୟୋଜିତ ମଲ୍ଟିମିଡିଆ ଶହୀଦ ବିଶେଷଜ୍ଞ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ତାଙ୍କ ସହ ୟୁକ୍ରେନ୍ର ରାଷ୍ଟ୍ରପତି ଶ୍ରୀ ଭୋଲୋଡିମିର୍ ଜେଲେନସ୍କି ମଧ୍ୟ ରହିଥିଲେ ।
ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାମାନଙ୍କ ସ୍ମୃତିରେ ଆୟୋଜିତ ଏହି ହୃଦୟସ୍ପର୍ଶୀ ପ୍ରଦର୍ଶନୀ ଦ୍ୱାରା ପ୍ରଧାନମନ୍ତ୍ରୀ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ପିଲାମାନଙ୍କର ଦୁଃଖଦ ମୃତ୍ୟୁରେ ସେ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏକ ଖେଳଣା ପ୍ରଦାନ କରିଥିଲେ ।
SR
PM @narendramodi and President @ZelenskyyUa paid their respects at the Martyrologist Exposition in Kyiv. pic.twitter.com/PXAPkOOmzp
— PMO India (@PMOIndia) August 23, 2024
President @ZelenskyyUa and I paid homage at the Martyrologist Exposition in Kyiv.
— Narendra Modi (@narendramodi) August 23, 2024
Conflict is particularly devastating for young children. My heart goes out to the families of children who lost their lives, and I pray that they find the strength to endure their grief. pic.twitter.com/VQH1tun5ok
Ми з президентом @ZelenskyyUa вшанували експозицію Мартиролога в Києві.
— Narendra Modi (@narendramodi) August 23, 2024
Конфлікт особливо руйнівний для маленьких дітей. Моє серце з родинами дітей, які втратили життя, і я молюся, щоб вони знайшли в собі сили пережити своє горе. pic.twitter.com/9MTxtnLVkQ