ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀର ଗସ୍ତ ସମୟରେ ଦୂରରୁ ବିଶାଳ ପାହାଡ଼ର ଝଲକ ପାଇବା ପରେ ଶଙ୍କରାଚାର୍ଯ୍ୟ ପାହାଡ଼କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
କିଛି ସମୟ ତଳେ ଶ୍ରୀନଗରରେ ପହଞ୍ଚିବା ପରେ ଦୂରରୁ ଭବ୍ୟ ଶଙ୍କରାଚାର୍ଯ୍ୟ ପାହାଡ଼ ଦେଖିବାର ସୁଯୋଗ ମିଳିଥିଲା।
Upon reaching Srinagar a short while ago, had the opportunity to see the majestic Shankaracharya Hill from a distance. pic.twitter.com/9kEdq5OgjX
— Narendra Modi (@narendramodi) March 7, 2024
BS
Upon reaching Srinagar a short while ago, had the opportunity to see the majestic Shankaracharya Hill from a distance. pic.twitter.com/9kEdq5OgjX
— Narendra Modi (@narendramodi) March 7, 2024