ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପ୍ରଖ୍ୟାତ ଏଆଇ ଗବେଷକ ଏବଂ ପୋଡକାଷ୍ଟର ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ କରିଥିବା ପୋଡକାଷ୍ଟ ଏବେ ବିଭିନ୍ନ ଭାଷାରେ ଉପଲବ୍ଧ, ଯାହା ଦ୍ୱାରା ଏହା ବିଶ୍ୱସ୍ତରୀୟ ଦର୍ଶକଙ୍କ ପାଇଁ ଉପଲବ୍ଧ ହୋଇଛି ।
ଏକ୍ସରେ ଏହା ଘୋଷଣା କରି ଶ୍ରୀ ମୋଦୀ ଲେଖିଛନ୍ତି;
“ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ସାମ୍ପ୍ରତିକ ପୋଡକାଷ୍ଟ ଏବେ ବିଭିନ୍ନ ଭାଷାରେ ଉପଲବ୍ଧ! ଏହାର ଉଦ୍ଦେଶ୍ୟ ହେଉଛି ଆଲୋଚନାକୁ ବ୍ୟାପକ ଦର୍ଶକମାନଙ୍କ ନିକଟରେ ପହଞ୍ଚାଇବା । ଏହାକୁ ଶୁଣନ୍ତୁ…
@lexfridman”
SR
The recent podcast with Lex Fridman is now available in multiple languages! This aims to make the conversation accessible to a wider audience. Do hear it…@lexfridman https://t.co/fbSRicAqpE
— Narendra Modi (@narendramodi) March 23, 2025