ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାକ୍ଷାଦ୍ୱୀପର ବିକାଶ ସହ ଜଡ଼ିତ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲାକ୍ଷାଦ୍ୱୀପରେ ପହଞ୍ଚଛନ୍ତି ଏବଂ କାଲି ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ମୂଳଦୁଆ ପକାଇବେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଲାକ୍ଷାଦ୍ୱୀପର ବିକାଶ ସହ ଜଡ଼ିତ ଦିଗ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛି । ଭିତ୍ତିଭୂମି, ସ୍ଥାନୀୟ ସଂସ୍କୃତିର ସୁରକ୍ଷା ତଥା ଲୋକଙ୍କ ସମୃଦ୍ଧିର ସୁନିଶ୍ଚିତତା ଉପରେ ଧ୍ୟାନ ଦେଇ ଲାକ୍ଷାଦ୍ୱୀପବାସୀଙ୍କ ପାଇଁ ଏକ ଉନ୍ନତମାନର ଜୀବନ ସୁନିଶ୍ଚିତ କରିବାକୁ ଆମ ସରକାର ପ୍ରତିବଦ୍ଧ ।’
Chaired a review meeting on aspects relating to Lakshadweep’s progress. Our Government is committed to ensuring a better quality of life for the people of Lakshadweep, with a focus on boosting infrastructure, protecting the local culture and ensuring avenues of prosperity for the… pic.twitter.com/UYD8dpHGLv
— Narendra Modi (@narendramodi) January 2, 2024
SR