ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।
ସେଣ୍ଟ ପିଟର୍ସବର୍ଗ ମେଟ୍ରୋରେ ବିସ୍ଫୋରଣ ଜନିତ ପ୍ରାଣହାନୀ ଯୋଗୁଁ ରୁଷିଆର ଜନସାଧାରଣ ଏବଂ ସରକାରଙ୍କ ନିକଟରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ଓ ସମବେଦନା ପ୍ରକଟ କରିଛନ୍ତି ।
PM @narendramodi spoke to President Putin today. @KremlinRussia_E
— PMO India (@PMOIndia) April 6, 2017