ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ଗସ୍ତରେ ଯିବା ପୂର୍ବରୁ ନିମ୍ନରେ ପ୍ରଦତ୍ତ ବିବୃତି ପ୍ରଦାନ କରିଛନ୍ତି ।
“ରୁଷିଆର ବନ୍ଧୁବତ୍ସଳ ଲୋକଙ୍କୁ ଶୁଭେଚ୍ଛା । ଆସନ୍ତାକାଲି ସୋଚି ଯାତ୍ରା ଏବଂ ସେଠାରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବା ପାଇଁ ମୁଁ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ତାଙ୍କୁ ଭେଟିବାକୁ ସବୁବେଳେ ଭଲ ଲାଗେ ।
ମୁଁ ବହୁତ ଦୃଢ ପ୍ରତ୍ୟୟ ଯେ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ଭାରତ ଓ ରୁଷିଆ ମଧ୍ୟରେ ରହିଥିବା ସ୍ଵତନ୍ତ୍ର ଏବଂ ବିଶେଷାଧିକାର ସହଭାଗିତା ଆହୁରି ମଜବୁତ ହେବ” ।
****
Приветствую дружественные народы России. Я с нетерпением жду свой визит в прекрасный город Сочи и встречу с президентом Путиным. @KremlinRussia @PutinRF_Eng
— Narendra Modi (@narendramodi) May 20, 2018
Всегда рад встретиться с ним. Уверен, что наши переговоры послужат дальнейшему укреплению Особого и привилегированного стратегического партнерства между Россией и Индией. @KremlinRussia @PutinRF_Eng
— Narendra Modi (@narendramodi) May 20, 2018
Greetings to the friendly people of Russia. I look forward to my visit to Sochi tomorrow and my meeting with President Putin. It is always a pleasure to meet him. @KremlinRussia_E @PutinRF_Eng
— Narendra Modi (@narendramodi) May 20, 2018
Am confident the talks with President Putin will further strengthen the Special and Privileged Strategic Partnership between India and Russia. @KremlinRussia_E @PutinRF_Eng
— Narendra Modi (@narendramodi) May 20, 2018