ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାୟଗଡ଼ର ଉଦାହରଣ ଦେଇ ଏହାର ସ୍ୱତନ୍ତ୍ର ବୀରତ୍ୱ ଏବଂ ଏହା ପ୍ରତି ଛତ୍ରପତି ଶିବାଜୀ ମହାରାଜଙ୍କ ଅସାଧାରଣ ରଣନୀତିକ ପ୍ରତିଭା ତଥା ନେତୃତ୍ୱର ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ରାୟଗଡ଼କୁ ଗୌରବ ପ୍ରଦାନ କରାଯାଇଥିବାରୁ ତାଙ୍କୁ ଖୁସି ଲାଗୁଛି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ରାୟଗଡ଼ ଛତ୍ରପତି ଶିବାଜୀ ମହାରାଜଙ୍କ ମହାନତା ଏବଂ ବୀରତାର ଉଦାହରଣ । ଏହା ସାହସ ଓ ନିର୍ଭୟତାର ପର୍ଯ୍ୟାୟ । ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ରାୟଗଡ଼କୁ ଗୌରବର ସ୍ଥାନ ମିଳିଛି ।”
SR
Raigad exemplifies the greatness and bravery of Chhatrapati Shivaji Maharaj. It is synonymous with courage and fearlessness. I am glad that this year’s Rashtriya Ekta Diwas programme gave a place of pride to Raigad. https://t.co/Sp2PBGH5xj pic.twitter.com/R4pCUBaNxp
— Narendra Modi (@narendramodi) October 31, 2024