ରାଷ୍ଟ୍ରପତି ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଇଥିବା ଉଦବୋଧନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରେରଣାଦାୟକ ଭାବେ ବର୍ଣ୍ଣନା କରିବା ସହ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କି, ରାଷ୍ଟ୍ରପତି ଅନେକ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ଏବଂ ଆମ ସମ୍ବିଧାନର ମହାନତା ତଥା ରାଷ୍ଟ୍ରୀୟ ପ୍ରଗତି ପାଇଁ କାମ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।
ଏକ୍ସ ରେ ରାଷ୍ଟ୍ରପତିଙ୍କ ହ୍ୟାଣ୍ଡଲ ପକ୍ଷରୁ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:
“ରାଷ୍ଟ୍ରପତି ଏକ ପ୍ରେରଣାଦାୟକ ଭାଷଣ ଦେଇଛନ୍ତି,ଯେଉଁଥିରେ ସେ ଅନେକ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ଏବଂ ଆମ ସମ୍ବିଧାନର ମହାନତା ତଥା ରାଷ୍ଟ୍ରୀୟ ପ୍ରଗତି ପାଇଁ କାମ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।”
SR
An inspiring address by Rashtrapati Ji, in which she highlights many subjects and emphasises the greatness of our Constitution and the need to keep working towards national progress. https://t.co/a00fSh9qVN
— Narendra Modi (@narendramodi) January 25, 2025