Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରପତିଙ୍କ ଏକ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


 

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଏକ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଏକ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଲାଗି ଅଭିନନ୍ଦନ ସେ ତାଙ୍କ ବିଜ୍ଞତା ଏବଂ ନମ୍ରତା ଲାଗି ପ୍ରତ୍ୟେକ ଭାରତୀୟଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ସେ ସରକାରୀ ନୀତି ଉପରେ ଜଣେ ଦକ୍ଷ ବ୍ୟକ୍ତି ଯୁବ, ଚାଷୀ ଏବଂ ଗରିବଙ୍କ ସଶକ୍ତିକରଣ ଲାଗି ମଧ୍ୟ ରାଷ୍ଟ୍ରପତି ସର୍ବଦା ବ୍ୟଗ୍ର

 

**********