Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାମ ନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ରାମ ନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ପୃଥକ ପୃଥକ ପୋଷ୍ଟରେ ସେ କହିଛନ୍ତି:

“ସମସ୍ତ ଦେଶବାସୀଙ୍କୁ ରାମନବମୀର ଅନେକ ଶୁଭେଚ୍ଛା । ପ୍ରଭୁ ଶ୍ରୀ ରାମଙ୍କ ଜନ୍ମୋତ୍ସବର ଏହି ପବିତ୍ର ପର୍ବ ଅବସରରେ ଆପଣମାନଙ୍କ ଜୀବନରେ ନୂଆ ଚେତନା ଏବଂ ଉତ୍ସାହ ଆଣିଦେଉ, ଯାହା ଶସକ୍ତ, ସମୃଦ୍ଧ ତଥା ସମର୍ଥ ଭାରତର ସଂକଳ୍ପକୁ ନିରନ୍ତର ନୂତନ ଶକ୍ତି ପ୍ରଦାନ କରିବ । ଜୟ ଶ୍ରୀ ରାମ!”

“ସମସ୍ତଙ୍କୁ ରାମ ନବମୀର ଶୁଭେଚ୍ଛା! ପ୍ରଭୁ ଶ୍ରୀ ରାମଙ୍କ ଆର୍ଶୀବାଦ ସର୍ବଦା ଆମ ଉପରେ ରହୁ ଏବଂ ଆମର ସମସ୍ତ ପ୍ରୟାସରେ ଆମକୁ ମାର୍ଗଦର୍ଶନ କରୁ । ଆଜି ରାମେଶ୍ୱରମରେ ପହଞ୍ଚିବା ପାଇଁ ଅପେକ୍ଷା କରିଛି ।”

 

SR