ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମାୟଣ ଓ ମହାଭାରତର ଅନୁବାଦ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ ଅଲ-ନେସେଫଙ୍କୁ ଆରବୀ ଭାଷାର ଅନୁବାଦ ଏବଂ ପ୍ରକାଶନ କ୍ଷେତ୍ରରେ ସେମାନଙ୍କ ଉଦ୍ୟମ ପାଇଁ ପ୍ରଶଂସା କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
‘‘ରାମାୟଣ ଓ ମହାଭାରତର ଆରବୀ ଅନୁବାଦ ଦେଖି ଖୁସି ଲାଗୁଛି । ମୁଁ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ ଅଲ-ନସେଫଙ୍କୁ ଏହାର ଅନୁବାଦ ଓ ପ୍ରକାଶନ ପାଇଁ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଉଛି । ସେମାନଙ୍କ ପଦକ୍ଷେପ ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତିର ଲୋକପ୍ରିୟତାକୁ ଦର୍ଶାଉଛି ।’’
*********
P.S.
Happy to see Arabic translations of the Ramayan and Mahabharat. I compliment Abdullah Al-Baroun and Abdul Lateef Al-Nesef for their efforts in translating and publishing it. Their initiative highlights the popularity of Indian culture globally. pic.twitter.com/3tlxauYUK5
— Narendra Modi (@narendramodi) December 21, 2024
يسعدني أن أرى ترجمات عربية ل"رامايان" و"ماهابهارات". وأشيد بجهود عبد الله البارون وعبد اللطيف النصف في ترجمات ونشرها. وتسلط مبادرتهما الضوء على شعبية الثقافة الهندية على مستوى العالم. pic.twitter.com/XQd7hMBj3u
— Narendra Modi (@narendramodi) December 21, 2024