Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କର ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ


ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ଉପଲକ୍ଷେ ତାଙ୍କର ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଲକ୍ଷ୍ମୀବାଈଙ୍କ ସାହସ ଓ ଆମ ଦେଶ ପ୍ରତି ଥିବା ବଳିଷ୍ଠ ଅବଦାନକୁ କେବେ ଭୁଲି ହେବ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି;

“ଜୟନ୍ତୀ ଉପଲକ୍ଷେରେ ରାଣୀ ଲକ୍ଷ୍ମୀବାଈଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତାଙ୍କ ସାହସ ଓ ଆମ ଦେଶ ପ୍ରତି ଥିବା ବଳିଷ୍ଠ ଅବଦାନକୁ କେବେ ବି ଭୁଲି ହେବ ନାହିଁ । ଔପନିବେଶିକ ଶାସନର ତୀବ୍ର ବିରୋଧ ପାଇଁ ସେ ପ୍ରେରଣାର ସ୍ରୋତ ପାଲଟିଥିଲେ । ଗତବର୍ଷ ଆଜିର ଦିନରେ ମୋ ଝାନସି ଗସ୍ତ ବେଳର କିଛି ଝଲକ ଶେୟାର କରୁଛି ।”

 

******

SR/PS