Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟୋତ୍ସବ ଦିବସ ଉପଲକ୍ଷେ କର୍ଣ୍ଣାଟକବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟୋତ୍ସବ ଦିବସ ଉପଲକ୍ଷେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟ ପୁର୍ନଗଠନ ଅଧିନିୟମ ଅନ୍ତର୍ଗତ ନଭେମ୍ବର 1, 1956ରେ କର୍ଣ୍ଣାଟକ ପ୍ରତିଷ୍ଠା ହୋଇଥିଲା ।

ରାଷ୍ଟ୍ରର ପ୍ରଗତିରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ରାଜ୍ୟକୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଷ୍ଟ୍ରର ପ୍ରଗତିରେ ଉଲ୍ଲେଖନୀୟ ଅବଦାନକୁ ପାଳନ କରିବା ନିମନ୍ତେ କର୍ଣ୍ଣାଟକ ରାଜ୍ୟୋତ୍ସବ ଏକ ଅବସର । ଏହି ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଲୋକମାନଙ୍କର ବିଶାଳ ହୃଦୟ ବିଷୟରେ ସମସ୍ତେ ଅବଗତ । ଭବିଷ୍ୟତରେ କର୍ଣ୍ଣାଟକର ବିକାଶ ପାଇଁ ପ୍ରାର୍ଥନା କରୁଛି ।”

************