Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜସ୍ଥାନ ଓ ପଞ୍ଜାବର ସୀମାଞ୍ଚଳରେ ସଡ଼କ ନିର୍ମାଣକୁ କ୍ୟାବିନେଟର ମଂଜୁରୀ


 

ରାଜସ୍ଥାନ  ପଞ୍ଜାବର ସୀମା ଅଞ୍ଚଳରେ ୨୨୮୦କିଲୋମିଟରର ସଡ଼କ ନିର୍ମାଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟବୈଠକରେ ମଂଜୁରୀ ମିଳିଛି  ସୀମାଞ୍ଚଳରେ ବିକାଶରମୌଳିକ ଆବଶ୍ୟକତାକୁ ଗୁରୁତ୍ ଦେଇ  ଦିଗରେ ୪୪୦୬କୋଟି ଟଙ୍କା ନିବେଶ ହେବ 

ଦେଶର ଅନ୍ୟାନ୍ୟ ଭାଗ ଭଳି ସୀମାବର୍ତ୍ତୀ ଇଲାକାରବିକାଶକୁ ଗୁରୁତ୍ ଦେବା ମାନସିକତା ସ୍ୱରୂପ ଏହି ପ୍ରକଳ୍ପକୁମଂଜୁରୀ ମିଳିଛି 

ଏହି ନିଷ୍ପତ୍ତି ସଡ଼କ ଏବଂ ସଞ୍ଚାର ବ୍ୟବସ୍ଥାଜଳଯୋଗାଣସୁବିଧାସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ଉପରେ ଉତ୍ତମ ପ୍ରଭାବପକାଇବ  ଏହା ମଧ୍ୟ ଗ୍ରାମାଞ୍ଚଳରର ଜୀବିକାଯାତ୍ରାରସୁଯୋଗକୁ ବଢ଼ାଇବା ସହ ରାଜମାର୍ଗ ସହ ଏହି ଅଞ୍ଚଳକୁଯୋଡ଼ିବାରେ ସହାୟକ ହୋଇପାରିବ 

SR