Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯକ୍ଷ୍ମା ରୋଗ ବିରୋଧରେ ଲଢ଼େଇରେ ଭାରତର ପ୍ରଗତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା


ଯକ୍ଷ୍ମା ରୋଗର ଲୋପ ଦିଗରେ ଭାରତର ପ୍ରଚେଷ୍ଟାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯକ୍ଷ୍ମା ରୋଗ ହ୍ରାସ ଦିଗରେ ଭାରତର ଉପଲବ୍ôଧ ଉପରେ ଗୁରୁତ୍ୱ ଦେଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ୨୦୧୫ରୁ ୨୦୨୩ ମଧ୍ୟରେ ଯକ୍ଷ୍ମା ରୋଗକୁ ୧୭.୭% ପର୍ଯ୍ୟନ୍ତ ହ୍ରାସ କରିବା ଦିଗରେ ଭାରତର ଉଲ୍ଲେଖନୀୟ ପ୍ରଗତିକୁ ମାନ୍ୟତା ପ୍ରଦାନ ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କର ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପ୍ରଶଂସନୀୟ ପ୍ରଗତି! ଯକ୍ଷ୍ମା ରୋଗରେ ହ୍ରାସ ଭାରତର ସମର୍ପିତ ଏବଂ ଅଭିନବ ପ୍ରୟାସର ପରିଣତି । ସାମୂହିକ ଭାବନା ମାଧ୍ୟମରେ ଆମେ ଆମେ ଯକ୍ଷ୍ମା ମୁକ୍ତ ଭାରତ ଗଠନ ଦିଗରେ କାମ କରିଚାଲିଥିବା ।”

SR