ମୌଲାନା ୱହିଦୁଦ୍ଦିନ ଖାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ ଟ୍ଵିଟ୍ କରି କହିଛନ୍ତି:
“ମୌଲାନା ୱହିଦୁଦ୍ଦିନ ଖାନଙ୍କ ବିୟୋଗରେ ମର୍ମାହତ । ଧର୍ମଶାସ୍ତ୍ର ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କର ଅଗାଢ ଜ୍ଞାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ଜନ ସେବା ଏବଂ ସାମାଜିକ ସଶକ୍ତିକରଣ ଦିଗରେ ତାଙ୍କର ଉତ୍ସାହ ଥିଲା । ତାଙ୍କ ପରିବାର ଏବଂ ଅସଂଖ୍ୟ ଶୁଭଚିନ୍ତକଙ୍କ ପ୍ରତି ମୋର ସମବେଦନା । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ” ।
Saddened by the passing away of Maulana Wahiduddin Khan. He will be remembered for his insightful knowledge on matters of theology and spirituality. He was also passionate about community service and social empowerment. Condolences to his family and countless well-wishers. RIP.
— Narendra Modi (@narendramodi) April 22, 2021
**********
TRP/