Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୋଦୀ ସରକାରଙ୍କ ୯ ବର୍ଷ ପୂରଣ ଅବସରରେ ଲୋକଙ୍କ ଟୁଇଟ ସେୟାର କଲେ ପ୍ରଧାନମନ୍ତ୍ରୀ


ମୋଦୀ ସରକାରଙ୍କ ୯ ବର୍ଷ ପୂରଣ ଅବସରରେ ଲୋକେ ୨୦୧୪ ପରଠାରୁ ସରକାରଙ୍କ ପ୍ରଶଂସାରେ କରିଥିବା କେତେକ ଟୁଇଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ମୋଦୀ ସରକାରଙ୍କ ୯ ବର୍ଷ ପୂରଣ ଉପରେ ସକାଳୁ ମୁଁ ଅନେକ ଟୁଇଟ୍ ଦେଖୁଛି, ଯେଉଁଥିରେ ଲୋକେ ୨୦୧୪ ମସିହା ପରଠାରୁ ଆମ ସରକାରଙ୍କ ବିଷୟରେ କ’ଣ ପ୍ରଶଂସା କରୁଛନ୍ତି ତାହା ଦର୍ଶାଯାଇଛି । ଏପରି ସ୍ନେହ ପାଇ ସର୍ବଦା ନମ୍ର ହୋଇଥାଏ ଏବଂ ମୋତେ ଲୋକଙ୍କ ପାଇଁ ଆହୁରି ଅଧିକ ପରିଶ୍ରମ କରିବାକୁ ବଳ ମିିଳିଥାଏ’ ।

 

 SR