ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ମୋଜାମ୍ବିକର ମାପୁଟୋସ୍ଥିତ ଜାତୀୟ ଆସେମ୍ବ୍ଲି ପରିଦର୍ଶନ କରିଛନ୍ତି । ଜାତୀୟ ଆସେମ୍ବ୍ଲିର ସଭାପତି ମିସ ଭେରୋନିକା ମକାମୋଙ୍କ ସହିତ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମାଲୁଆନାଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପାର୍କରେ ଅବସ୍ଥିତ ସୃଜନଶୀଳତା ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ ।
ଏହି କେନ୍ଦ୍ର, ଟେକ୍ନୋଲଜି ଷ୍ଟାର୍ଟ-ଅପ ଆରମ୍ଭ କରିବା ପାଇଁ ଉପଯୁକ୍ତ ପରିବେଶ ଏବଂ ସୂଚନା ପ୍ରଯୁକ୍ତି ସେବା ସଂକ୍ରାନ୍ତରେ ବଢିଆ ପ୍ରଶିକ୍ଷଣ ପ୍ରଦାନ ସହ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସେବା ଯୋଗାଇ ଦେଉଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଏବଂ ବିଜ୍ଞାନ କେନ୍ଦ୍ରରେ ସେମାନଙ୍କର କାର୍ଯ୍ୟ ଅନୁଭୂତି ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ପ୍ରୋତ୍ସାହିତ କରିଥିଲେ । ଭାରତୀୟ ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସେଠାରେ ସେ ଭେଟିଥିଲେ ।
ମାପୁଟୋଠାରେ ଭାରତୀୟ ସଂପ୍ରଦାୟଙ୍କ ସହିତ ଆଲୋଚନା କଲା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଫ୍ରିକା ହେଉଛି ସେହି ଭୂମି ଯେଉଁଠାରେ ପ୍ରଥମେ ଭାରତୀୟ ବଂଶୋଦ୍ଭବମାନଙ୍କ ପରିଚୟ ସୃଷ୍ଟି ହୋଇଥିଲେ । ବଂଶୋଦ୍ଭବମାନେ ପିଢି ପରେ ପିଢି ଭାରତୀୟ ପରମ୍ପରାକୁ ଉଜ୍ଜୀବିତ କରି ରଖିଥିବାରୁ ଏହି ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।
Visited the National Assembly of Mozambique & met the National Assembly President, Veronica Macamo. pic.twitter.com/nN8hx0MClP
— Narendra Modi (@narendramodi) July 7, 2016
Impressive interaction with students of Mozambique at CITD, S&T Park at Maluana. pic.twitter.com/9K4ImRinKu
— Narendra Modi (@narendramodi) July 7, 2016
CITD is doing commendable work in harnessing skills of youngsters & providing a conducive atmosphere for research, innovation & start-ups.
— Narendra Modi (@narendramodi) July 7, 2016
Always a delight to meet and interact with the Indian community. pic.twitter.com/DtwGQUbXbH
— Narendra Modi (@narendramodi) July 7, 2016
Innovation, technology and celebration of India-Mozambique relations...PM visits CITD in Mozambique. pic.twitter.com/45YHWEWoi4
— PMO India (@PMOIndia) July 7, 2016
A visit to CIDT gives PM @narendramodi an opportunity to interact with Mozambican students including those who studied in India.
— PMO India (@PMOIndia) July 7, 2016
CIDT provides key services, including classroom training in IT related fields & incubation space for tech start-ups.
— PMO India (@PMOIndia) July 7, 2016
The Government of India donates four buses to the CIDT. pic.twitter.com/PEotYQleAN
— PMO India (@PMOIndia) July 7, 2016
And...PM @narendramodi & his young friends plant a sapling of African Mahogany. Sowing seeds of friendship. pic.twitter.com/Cndc3aR0vK
— PMO India (@PMOIndia) July 7, 2016