Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଳିତ ଜାତିସଂଘ ସାଧାରଣ ସଭା ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ଶାନ୍ତି ରକ୍ଷାକାରୀ ଶହୀଦଙ୍କ ପାଇଁ ଏକ ନୂତନ ସ୍ମାରକୀ ପ୍ରାଚୀର ପ୍ରତିଷ୍ଠା ପାଇଁ ସଂକଳ୍ପ ଗ୍ରହଣ କରିଛି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘର ସାଧାରଣ ସଭା ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଶାନ୍ତି ରକ୍ଷାକାରୀ ଶହୀଦଙ୍କ ପାଇଁ ଏକ ନୂତନ ସ୍ମାରକୀ ପ୍ରାଚୀର ପ୍ରତିଷ୍ଠା ପାଇଁ ସଂକଳ୍ପ ଗ୍ରହଣ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଜାତିସଂଘର ସାଧାରଣ ସଭାରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଶାନ୍ତି ରକ୍ଷାକାରୀ ଶହୀଦଙ୍କ ପାଇଁ ଏକ ନୂତନ ସ୍ମାରକୀ ପ୍ରାଚୀର ପ୍ରତିଷ୍ଠା ପାଇଁ ସଂକଳ୍ପ ଗ୍ରହଣ କରାଯାଇଛି ଏହି ସଙ୍କଳ୍ପ ରେକର୍ଡ ୧୯୦ ସହପ୍ରାୟୋଜକ ସମର୍ଥନ ପାଇଲା   ସମର୍ଥନ ପାଇଁ ସମସ୍ତଙ୍କୁ କୃତଜ୍ଞତା

HS