Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀରେ ଦୁର୍ଗା ମା’ଙ୍କର ତୃତୀୟ ରୂପ ଦେବୀ ଚନ୍ଦ୍ରଘଣ୍ଟାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) କୁ ମଧ୍ୟ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆଜି ନବରାତ୍ରୀରେ ଦୁର୍ଗା ମା’ଙ୍କର ତୃତୀୟ ରୂପ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା ଆରାଧନାର ଦିନ । ତାଙ୍କର ଅସୀମ ଅନୁଗ୍ରହ ଦ୍ୱାରା ସମସ୍ତଙ୍କ ଜୀବନ ବୀରତ୍ୱ ଓ ନମ୍ରତା ଦ୍ୱାରା ସୁଶୋଭିତ ହେଉ, ଏହା ହେଉଛି ପ୍ରାର୍ଥନା…”

HS