Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାଳଦ୍ଵୀପ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ଦସ୍ତାବିଜର ତାଲିକା


 

1.

ସୁଗମ ଭିସା ପ୍ରଦାନ ବ୍ୟବସ୍ଥାର ରାଜିନାମା 

ସୁଷମା ସ୍ଵରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ

ସହିଦ ଅବଦୁଲ୍ଲା, ବୈଦେଶିକ ବ୍ୟାପାର ମନ୍ତ୍ରୀ

2.

ସାଂସ୍କୃତିକ ସହଯୋଗ କ୍ଷେତ୍ରରେ ବୁଝାମଣା

ଅରୁଣ ଗୋଏଲ, ସଚିବ, ସଂସ୍କୃତି ମନ୍ତ୍ରଣାଳୟ

ସହିଦ ଅବଦୁଲ୍ଲା, ବୈଦେଶିକ ବ୍ୟାପାର ମନ୍ତ୍ରୀ

3.

କୃଷିବାଣିଜ୍ୟ ପାଇଁ ଇକୋସିଷ୍ଟମରେ ଉନ୍ନତି ଆଣିବା ଲାଗି ଆପୋସ ସହଯୋଗ ସ୍ଥାପନ ଦିଗରେ ବୁଝାମଣା

ଅଖିଳେଶ ମିଶ୍ର, ମାଳଦ୍ଵୀପରେ ଭାରତୀୟ ରାଷ୍ଟ୍ରଦୂତ

ଫୟାଜ ଇସ୍ମାଇଲ, ଆର୍ଥିକ ବିକାଶ ମନ୍ତ୍ରୀ

4.

ସୂଚନା ଏବଂ ପ୍ରଯୁକ୍ତି ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଲାଗି ଉଦ୍ଦେଶ୍ୟ ସମ୍ବଳିତ ମିଳିତ ଘୋଷଣା

ଅଖିଳେଶ ମିଶ୍ର, ମାଳଦ୍ଵୀପରେ ଭାରତୀୟ ରାଷ୍ଟ୍ରଦୂତ

ମହମ୍ମଦ ଆସଲାମ, ରାଷ୍ଟ୍ରୀୟ ଯୋଜନା ଏବଂ ଭିତ୍ତିଭୂମି ମନ୍ତ୍ରୀ

କ୍ରମିକ ସଂଖ୍ୟା ରାଜିନାମା / ବୁଝାମଣା / ଉଦ୍ଦେଶ୍ୟ ସମ୍ବଳିତ ମିଳିତ ଘୋଷଣା ଭାରତ ପକ୍ଷ ହସ୍ତାକ୍ଷରକାରୀ ମାଳଦ୍ଵୀପ ପକ୍ଷ ହସ୍ତାକ୍ଷରକାରୀ

 

***