Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାଲେସିଆର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଟୁନ୍ ଡକ୍ଟର ଏସ୍ ସାମି ଭେଲୁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଲେସିଆର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ମାଲେସିଆର ପ୍ରଥମ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରାପ୍ତ ଟୁନ୍ ଡକ୍ଟର ଏସ୍ ସାମି ଭେଲୁଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମାଲେସିଆର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ମାଲେସିଆର ପ୍ରଥମ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରାପ୍ତ ଟୁନ୍ ଡକ୍ଟର ଏସ୍ ସାମି ଭେଲୁଙ୍କ ଦେହାନ୍ତରେ ଦୁଃଖିତ ତାଙ୍କ ପରିବାର ପ୍ରତି ସମବେଦନା ଓମ୍ ଶାନ୍ତି

HS