Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାଆ ଓ ଭଉଣୀମାନଙ୍କ ଜୀବନରେ ଉଜ୍ଜ୍ୱଳା ଯୋଜନାର ପ୍ରଭାବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଭାରତର ମାଆ ଓ ଭଉଣୀମାନଙ୍କ ଉପରେ ଉଜ୍ଜ୍ୱଳା ଯୋଜନାର ପ୍ରଭାବକୁ ପ୍ରଶଂସା କରିଛନ୍ତି ।

ଉଜ୍ଜ୍ୱଳା ଯୋଜନା ଦ୍ୱାରା କିପରି ଦେଶର ମାଆ ଓ ଭଉଣୀ ଲାଭ ପାଉଛନ୍ତି ସେ ସମ୍ପର୍କରେ ଏକ ଭିଡିଓ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଉଜ୍ଜ୍ୱଳା ଯେଉଁଭଳି ଭାବେ ଆମ ଗରିବ ମାଆ ଓ ଭଉଣୀମାନଙ୍କର ଜୀବନକୁ ସହଜ କରି ଖୁସିରେ ଭରି ଦେଇଛି, ତାହା ବେଶ ଉତ୍ସାହପ୍ରଦ ।
 

SR