ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର (ଏମଏସଏସସି) ପାଇଁ ନଥିଭୁକ୍ତ ହେବାକୁ ମହିଳାମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।
ଏମଏସଏସସି ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତି ବୃଦ୍ଧି ଓ ଉନ୍ନତ ଲାଭ ଉପଲବ୍ଧ ହେବା ସମ୍ପର୍କରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ଟ୍ୱିଟକୁ ରି-ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;
“ଅଧିକରୁ ଅଧିକ ମହିଳାଙ୍କୁ ଏମଏସଏସସିରେ ନଥିଭୁକ୍ତ ହେବାକୁ ଆହ୍ୱାନ ଜଣାଉଛି । ଏହା ଆମ ନାରୀ ଶକ୍ତିକୁ ଅନେକ ଲାଭ ପ୍ରଦାନ କରିବ ।”
I also urge more women to enrol for MSSC. It offers many advantages for our Nari Shakti. https://t.co/xG7t8XBvOq
— Narendra Modi (@narendramodi) April 29, 2023
SR
I also urge more women to enrol for MSSC. It offers many advantages for our Nari Shakti. https://t.co/xG7t8XBvOq
— Narendra Modi (@narendramodi) April 29, 2023