Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହିଳାମାନଙ୍କ ନିରାପତ୍ତା ଏବଂ ମର୍ଯ୍ୟାଦା ରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ପ୍ରଧାନମନ୍ତ୍ରୀ


ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମହିଳା ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ରାଷ୍ଟ୍ରର ନିର୍ମାଣ ହେବା ଜରୁରୀ, ଯେଉଁଠାରେ ସମାନ ସୁଯୋଗ ଓ ଅଧିକାର ଉପରେ ଗୁରୁତ୍ୱ ଦିଆଯାଉଥିବ ।

ଏକ ଟ୍ୱିଟ ଜରିଆରେ ସେ କହିଛନ୍ତି, “ପ୍ରତ୍ୟେକ କ୍ଷେତ୍ରରେ ନାରୀ ଶକ୍ତି ନିଜର ଉତ୍କର୍ଷ ପ୍ରତିପାଦନ କରିଛି ।”

ନ୍ୟାୟିକ ବ୍ୟବସ୍ଥାର ବିଜୟ ହୋଇଛି । ମହିଳାମାନଙ୍କର ନିରାପତ୍ତା ଏବଂ ମର୍ଯ୍ୟାଦା ରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********