ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ବିଧାନସଭାର ବିଧାୟକ ଶ୍ରୀ ଲକ୍ଷ୍ମଣ ଜଗତପଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ମହାରାଷ୍ଟ୍ର ବିଧାନସଭାର ବିଧାୟକ ଶ୍ରୀ ଲକ୍ଷ୍ମଣ ଜଗତପ ଜୀଙ୍କ ଦେହାନ୍ତରେ ଦୁଃଖିତ । ଜନ କଲ୍ୟାଣ ତଥା ପୁଣେ ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ସେ ବହୁତ ଅବଦାନ ରଖିଥିଲେ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”
Pained by the passing away of MLA in the Maharashtra Assembly Shri Laxman Jagtap Ji. He made a great contribution to public welfare and for the development of Pune and the surrounding areas. Condolences to his family and supporters. Om Shanti.
— Narendra Modi (@narendramodi) January 3, 2023
HS

महाराष्ट्र विधानसभेतील आमदार लक्ष्मण जगताप जी यांच्या निधनाने दुःख झाले .जनकल्याणासाठी तसेच पुणे आणि परिसराच्या विकासासाठी त्यांनी मोठे योगदान दिले.त्यांचे कुटुंबीय आणि समर्थकांप्रती माझ्या शोक संवेदना. ओम शांती.
— Narendra Modi (@narendramodi) January 3, 2023