Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମରିସସର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଡ. ନବୀନ ରାମଗୁଲାମଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ମରିସସର ପ୍ରଧାନମନ୍ତ୍ରୀ ଭାବେ ଐତିହାସିକ ବିଜୟ ହାସଲ କରିଥିବା ଡ. ନବୀନ ରାମଗୁଲାମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

“ବନ୍ଧୁ @Ramgoolam_Dr ଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କଲି, ଐତିହାସିକ ନିର୍ବାଚନ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି । ମରିସସକୁ ସଫଳତା ପଥରେ ଆଗେଇ ନେବାକୁ ତାଙ୍କୁ ଶୁଭେଚ୍ଛା ଜଣାଇଲି ଏବଂ ଭାରତ ଆସିବାକୁ ଆମନ୍ତ୍ରଣ କଲି । ଆମର ସ୍ୱତନ୍ତ୍ର ଓ ବିଶେଷ ସହଯୋଗକୁ ଅଧିକ ସୁଦୃଢ଼ କରିବା ଇଚ୍ଛାରେ ରହିଛି ।”

SR