Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମରାଠାୱାଡା ମୁକ୍ତି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରାଠାୱାଡା ମୁକ୍ତି ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କ ଅଦମ୍ୟ ଉତ୍ସାହ ଏବଂ ବୀରତାକୁ ସେ ମନେ ପକାଇଛନ୍ତି

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ମରାଠାୱାଡା ମୁକ୍ତି ଦିବସର ଶୁଭେଚ୍ଛା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ସଂଗ୍ରାମୀଙ୍କ ଅଦସ୍ୟ ଉତ୍ସାହ ସାହସିକତାକୁ ମରାଠାୱାଡା ମନେ ପକାଉଛି ଏହି ଭୂମି ଏବଂ ଏଠାକାର ଲୋକଙ୍କ ପ୍ରତି ସେମାନଙ୍କ ଦୃଢ଼ ପ୍ରତିବଦ୍ଧତା ଇତିହାସର  ଗତିପଥ ସୃଷ୍ଟି କରିଛି ସେମାନଙ୍କ ବୀରତା ଏବଂ ବଳିଦାନ ଆମକୁ ପ୍ରେରଣା ଯୋଗାଇବାରେ ଲାଗିଛି

 

SR