ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରାଠାୱାଡା ମୁକ୍ତି ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।
ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କ ଅଦମ୍ୟ ଉତ୍ସାହ ଏବଂ ବୀରତାକୁ ସେ ମନେ ପକାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ମରାଠାୱାଡା ମୁକ୍ତି ଦିବସର ଶୁଭେଚ୍ଛା । ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ସଂଗ୍ରାମୀଙ୍କ ଅଦସ୍ୟ ଉତ୍ସାହ ଓ ସାହସିକତାକୁ ମରାଠାୱାଡା ମନେ ପକାଉଛି । ଏହି ଭୂମି ଏବଂ ଏଠାକାର ଲୋକଙ୍କ ପ୍ରତି ସେମାନଙ୍କ ଦୃଢ଼ ପ୍ରତିବଦ୍ଧତା ଇତିହାସର ଗତିପଥ ସୃଷ୍ଟି କରିଛି । ସେମାନଙ୍କ ବୀରତା ଏବଂ ବଳିଦାନ ଆମକୁ ପ୍ରେରଣା ଯୋଗାଇବାରେ ଲାଗିଛି’ ।
SR
मराठवाडा मुक्तीसंग्राम दिनाच्या शुभेच्छा.
— Narendra Modi (@narendramodi) September 17, 2023
मराठवाडा मुक्तिसंग्रामामध्ये आपल्या प्राणांची आहुती देणाऱ्या सर्वांच्या स्वातंत्र्यप्राप्तीच्या अदम्य ध्यासाचे आणि शौर्याचे स्मरण करतो. या भूमीसोबत आणि येथील जनतेसोबत असलेल्या त्यांच्या अविचल बांधिलकीने इतिहासाच्या वाटचालीला दिशा दिली.…