ନିର୍ବାଚନ ପାଇଁ ବନ୍ଦ ରହିଥିବା ମନ୍ କୀ ବାତ୍ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ଖୁବ୍ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟସ୍ତ କରିଛନ୍ତି । ଆକାଶବାଣୀରେ ଆସନ୍ତା ୩୦ ଜୁନ୍ ରବିବାର ଦିନ ମନ୍ କୀ ବାତ୍ କାର୍ଯ୍ୟକ୍ରମର ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ମନ୍ କୀ ବାତ୍ର ୧୧୧ତମ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଦେବାକୁ ଶ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସାଧାରଣ ନାଗରିକ ମାଇଁ ଗଭ୍ ଓପନ ଫୋରମ, ନମୋ ଆପ୍ ରେ ନିଜର ମତାମତ ଲେଖିପାରିବେ କିମ୍ବା ୧୮୦୦୧୧୭୮୦୦ ନମ୍ବରରେ ନିଜର ବାର୍ତ୍ତା ରେକର୍ଡିଂ କରିପାରିବେ ।
ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟକରି ଲେଖିଛନ୍ତି,
‘‘ନିର୍ବାଚନ କାରଣରୁ କିଛି ମାସର ବ୍ୟବଧାନ ପରେ #MannKiBaat ଫେରୁଛି । ଚଳିତ ମାସର କାର୍ଯ୍ୟକ୍ରମ ୩୦ ଜୁନ୍, ରବିବାର ପ୍ରସାରିତ ହେବ । ସେଥିପାଇଁ ମୁଁ ପାଇଁ ବିଚାର ଓ ମତାମତ ଦେବାକୁ ନିବେଦନ କରିଛି । ଆପଣ ମାଇଁ ଗଭ୍ ଓପନ ଫୋରମ, ନମୋ ଆପ୍ ରେ ନିଜର ମତାମତ ଲେଖିପାରିବେ କିମ୍ବା ୧୮୦୦୧୧୭୮୦୦ ନମ୍ବରରେ ନିଜର ବାର୍ତ୍ତା ରେକର୍ଡିଂ କରିପାରିବେ ।’’
Delighted to share that after a gap of some months due to the elections, #MannKiBaat is back! This month’s programme will take place on Sunday, 30th June. I call upon all of you to share your ideas and inputs for the same. Write on the MyGov Open Forum, NaMo App or record your…
— Narendra Modi (@narendramodi) June 18, 2024
********
P.S.
Delighted to share that after a gap of some months due to the elections, #MannKiBaat is back! This month's programme will take place on Sunday, 30th June. I call upon all of you to share your ideas and inputs for the same. Write on the MyGov Open Forum, NaMo App or record your…
— Narendra Modi (@narendramodi) June 18, 2024