ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଆଥଲେଟିକ ମହାସଂଘର ଉପସଭାପତି ସୁଶ୍ରୀ ଅଞ୍ଜୁ ବବି ଜର୍ଜଙ୍କ ଏକ ପ୍ରବନ୍ଧ ଶେୟାର କରିଛନ୍ତି । ଏହି ପ୍ରବନ୍ଧରେ ମନ କି ବାତ ଦେଶର କ୍ରୀଡା ସଫଳତାକୁ ଗୌରବାନ୍ୱିତ କରିବାର ଏକ ପ୍ଲାଟଫର୍ମ ଭାବେ ବିକଶିତ ହୋଇଥିବା ସମ୍ପର୍କରେ ଲେଖାଯାଇଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭାରତୀୟ ଆଥଲେଟିକ ମହାସଂଘର ଉପସଭାପତି @anjubobbygeorg1 ଲେଖିଛନ୍ତି କିପରି #MannKiBaat ଏପରି ଏକ ପ୍ଲାଟଫର୍ମ ପାଲଟି ଯାଇଛି, ଯେଉଁଠି ଦେଶର କ୍ରୀଡା ସଫଳତାକୁ ଲୋକଲୋଚନକୁ ଅଣାଯାଇଛି ।”
Vice President of Athletics Federation of India, @anjubobbygeorg1 writes how #MannKiBaat has become a platform where the country’s achievements on the sports front are brought to light. pic.twitter.com/pDtlJ2KTe2
— PMO India (@PMOIndia) April 19, 2023
SR
Vice President of Athletics Federation of India, @anjubobbygeorg1 writes how #MannKiBaat has become a platform where the country's achievements on the sports front are brought to light. pic.twitter.com/pDtlJ2KTe2
— PMO India (@PMOIndia) April 19, 2023