Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମନ କି ବାତ ପାଇଁ ଇନପୁଟ ଶେୟାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୫, ୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ନାଗରିକମାନଙ୍କୁ ଇନପୁଟ ଶେୟାର କରିବାକୁ ଆହ୍ୱାନ ଦେଇଛନ୍ତି । MyGov, Namo App କିମ୍ବା ୧୮୦୦-୧୧-୭୮୦୦ ନମ୍ବରରେ ନିଜ ବାର୍ତ୍ତା ରେକର୍ଡ କରାଇବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି ।

MyGov ଆମନ୍ତ୍ରଣକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“୨୦୨୨ର ଶେଷ #MannKiBaat ଏହି ମାସର ୨୫ ତାରିଖରେ ପ୍ରସାରିତ ହେବ । ଆପଣମାନଙ୍କ ଇନପୁଟ ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛି । MyGov, Namo App କିମ୍ବା ୧୮୦୦-୧୧-୭୮୦୦ ନମ୍ବରରେ ଆପଣମାନେ ନିଜ ବାର୍ତ୍ତା ରେକର୍ଡ କରାଇବାକୁ ଆହ୍ୱାନ କରୁଛି ।”  

 

SR