ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଫି ଟେବଲ ବୁକ “ଭଏସ ଅଫ ଇଣ୍ଡିଆ- ମୋଦି ଆଣ୍ଡ ହିଜ ଟ୍ରାନ୍ସଫର୍ମେଟିଭ ମନ କି ବାତ” ପ୍ରକାଶିତ କରିଥିବା ସିଏନଏନ ନ୍ୟୁଜ ୧୮ ନେଟୱର୍କକୁ ପ୍ରଶଂସା କରିଛନ୍ତି । ଭାରତର ଉପରାଷ୍ଟ୍ରପତି ନ୍ୟୁଜ ୧୮ ରାଇଜିଂ ଇଣ୍ଡିଆ ସମ୍ମିଳନୀରେ ଏହି ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ପୁସ୍ତକ ଉଲ୍ଲିଖିତ ବ୍ୟକ୍ତି ଓ ସେମାନେ ସୃଷ୍ଟି କରିଥିବା ପ୍ରଭାବ ସମ୍ପର୍କରେ ସ୍ୱୀକୃତି ଦେଇଛି ।
ଉପରାଷ୍ଟ୍ରପତିଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି;
“#MannKiBaat ସବୁଠାରୁ ସୁନ୍ଦର କଥା ହେଲା, ଏହା ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିଥାଏ । ଏହି କାର୍ଯ୍ୟକ୍ରମ ଏକ ଶହ ଅଧ୍ୟାୟ ପୂରଣ ସାରିଥିବାରୁ, ଉଲ୍ଲିଖିତ ବ୍ୟକ୍ତି ଓ ସେମାନେ ସୃଷ୍ଟି କରିଥିବା ପ୍ରଭାବ ସମ୍ପର୍କରେ ସ୍ୱୀକୃତି ଦେବା ପାଇଁ @CNNnews18ର ଉଦ୍ୟମକୁ ପ୍ରଶଂସା କରୁଛି ।”
The most beautiful part about #MannKiBaat is the manner in which it celebrates grassroots level change makers. As this programme completes hundred episodes, I compliment efforts like the one by @CNNnews18 to acknowledge the people mentioned and the impact they have created. https://t.co/T6egxnw15D
— Narendra Modi (@narendramodi) March 31, 2023
SR