Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମନ କି ବାତ୍‍ ଉପରେ ଆଧାରିତ ଏକ ପତ୍ରିକାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ କି ବାତର ଶେଷ ପର୍ଯ୍ୟାୟ ଉପରେ ଆଧାର କରି ପ୍ରସ୍ତୁତ ଏକ ପତ୍ରିକାକୁ ସେୟାର କରିଛନ୍ତି । ୨୪ ଏପ୍ରିଲରେ ପରବର୍ତ୍ତୀ ପର୍ଯ୍ୟାୟ ଶୁଣିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକଙ୍କୁ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ଗତ ମାସର ମନ୍‍ କି ବାତ୍‍ ରେ ଉପରେ ଆଧାରିତ ଏକ ଆକର୍ଷଣୀୟ ପତ୍ରିକା ଏଠାରେ ଅଛି, ଯେଉଁଥିରେ ଆମେ ଭାରତର ରପ୍ତାନି ଅଭିବୃଦ୍ଧି, ଆୟୁର୍ବେଦ ଷ୍ଟାର୍ଟ ଅପ୍‌, ଜଳ ସଂରକ୍ଷଣ ଏବଂ ପାରମ୍ପାରିକ ମେଳା ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ । ୨୪ ରେ ପରବର୍ତ୍ତୀ ପର୍ଯ୍ୟାୟ ମନ୍‍ କି ବାତ୍‍ ରେ ଯୋଗ ଦିଅନ୍ତୁ ।”

http://davp.nic.in/ebook/mib/MannKiBaat_Hindi/index.html”

 

HS