ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମାର୍ଚ୍ଚ ୩୦ ମନ୍ କୀ ବାତ୍ କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରିଛନ୍ତି ।
ଚଳିତ ମାସର ମନ୍ କୀ ବାତ୍ ପାଇଁ ବହୁ ପରିମାଣର ପ୍ରସ୍ତାବ ମିଳିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଚଳିତ ମାସର ମନ୍ କୀ ବାତ୍ #MannKiBaat ପାଇଁ ବହୁ ସଂଖ୍ୟକ ପ୍ରସ୍ତାବ ମିଳିଥିବାରୁ ଖୁସି ଲାଗୁଛି, ଯାହାକି ୩୦ ତାରିଖରେ ହେବ । ଏସବୁ ପ୍ରସ୍ତାବ ସାମୁହିକ କଲ୍ୟାଣ ନିମନ୍ତେ ସାମୁହିକ ପ୍ରୟାସର ଶକ୍ତିକୁ ଉଲ୍ଲେଖ କରୁଛି । ଏପିସୋଡ ପାଇଁ ଅଧିକରୁ ଅଧିକ ଲୋକଙ୍କ ଠାରୁ ମୁଁ ପ୍ରସ୍ତାବ ଆହ୍ୱାନ କରୁଛି ।
https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-30th-march-2025/?target=inapp&type=group_issue&nid=357950”
SR
Happy to be getting a wide range of inputs for this month's #MannKiBaat, which will take place on the 30th. These inputs highlight the power of collective efforts for social good. I invite more people to share their ideas for the episode. https://t.co/anPo1hmZ5k
— Narendra Modi (@narendramodi) March 24, 2025